Odia Test – 09 CHANDAN Publish on: April 25, 2024 Odia Test - 09 1 / 15 1) Nobody will go out in the darkness.ଏହାର ସଠିକ ଓଡ଼ିଆ ଅନୁବାଦ କେଉଁଟି ? 1) ଅନ୍ଧକାରରେ କେହି ବାହାରକୁ ଯିବେ। 2) ଅନ୍ଧକାରରେ ସମସ୍ତେ ବାହାରକୁ ଯିବେ ନାହିଁ। 3) ଅନ୍ଧକାରରେ କେହି ବାହାରକୁ ଯିବେ ନାହିଁ। 4) ଆଲୁଅରେ ସମସ୍ତେ ବାହାରକୁ ଯିବେ। 2 / 15 2) ‘ଶରୀର'ର ସମାର୍ଥବୋଧକ ଶବ୍ଦଟି ବାଛ? 1) ରମା 2) ଘନ 3) ବଲ୍ଲୀ 4) କାୟ 3 / 15 3) ସେମାନେ କେଉଁଠାରୁ ଆସିଛନ୍ତି - ଏହି ବାକ୍ୟରେ କେଉଁ ବିରାମ ଚିହ୍ନ ପ୍ରଯୁଜ୍ୟ ? 1) | 2) ! 3) - 4) ? 4 / 15 4) ‘ସଂସ୍କୃତି’ ଶବ୍ଦର ସନ୍ଧିବିଚ୍ଛେଦ କର? 1) ସମ୍ + କୃତି 2) ସଂ + କୃତି 3) ସଂ + ସ୍କୃତି 4) ସନ୍ + କୃତି 5 / 15 5) ମୁହଁ ଦେବା - ରୁଢିଟିର ଅର୍ଥ କ'ଣ ? 1) ପ୍ରତିଶୋଧ ନେବା 2) ନେହୁରା ହେବା 3) ଅମାନ୍ୟ କରିବା 4) ପ୍ରଶ୍ରୟ ଦେବା 6 / 15 6) ଆହା, ଓଃ, ବାଃ ପଭୂତି ଶବ୍ଦଗୁଡ଼ିକ କି ପ୍ରକାର ଅବ୍ୟୟ? 1) ବିସ୍ମୟ ସୂଚକ 2) ପରିମାଣ ସୂଚକ 3) ସମ୍ମତି ସୂଚକ 4) ବିଭକ୍ତି ସୂଚକ 7 / 15 7) କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି - ରେଖାଙ୍କିତ ଶବ୍ଦର ଶୁଦ୍ଧ ରୂପଟି ବାଛ। 1) ଉତ୍ତ୍ୟକ୍ତ 2) ଉତ୍ତ୍ୟକ୍ତ୍ୟ 3) ଉତ୍ତ୍ୟକ୍ତ୍ୱ 4) କେଉଁଟି ନୁହଁ 8 / 15 8) 'କ୍ଷୀଣ' ଶବ୍ଦର ବିପରୀତାର୍ଥକ ଶବ୍ଦଟି ଚିହ୍ନାଅ? 1) ଭୂତଳ 2) ପୃଥୁଳ 3) ବୃହତ 4) ନଗନ୍ଯ 9 / 15 9) ଶୁଦ୍ଧ ଶବ୍ଦଟିକୁ ବାଛ : 1) ଚାକିରୀ 2) ଭରସା 3) ଉପତ୍ୟାକା 4) ସାରଥ୍ 10 / 15 10) 'ଦୁର୍ଲଭ' ଶବ୍ଦର ବିପରୀତାର୍ଥକ ଶବ୍ଦଟି ଚିହ୍ନାଅ? 1) ନିରର୍ଲଭ 2) ସୁଲଭ 3) ଅନୁପଲବ୍ଧ 4) ଅଲଭ 11 / 15 11) 'ଉପବନ' - ଏହା କେଉଁ ସମାସର ଅନ୍ତର୍ଗତ ? 1) ଦ୍ୱନ୍ଦ୍ୱ 2) ବହୁବ୍ରୀହି 3) ତତ୍ପୁରୁଷ 4) ଅବ୍ୟୟୀଭାବ 12 / 15 12) 'କରଣ' - ପଦ କିପରି ହୋଇଛି ? 1) କର୍ + ଅନ 2) କର୍ + ଅଣ 3) କ୍ରୁ +ଅନ 4) କୃ + ଅନ 13 / 15 13) ଦୟା ଓ କ୍ଷମା ଦ୍ୱାରା ଶତ୍ରୁ ମଧ୍ୟ ବଶ ହୁଏ | ରେଖାଙ୍କିତ ପଦ ଦ୍ବୟ କେଉଁ ବାଚକ ବିଶେଷ୍ୟ ଅଟେ ? 1) ଜାତି ବାଚକ 2) ଗୁଣ ବାଚକ 3) କ୍ରିୟା ବାଚକ 4) ବ୍ୟକ୍ତି ବାଚକ 14 / 15 14) କେଉଁଟି ବିଶେଷଣ ପଦ ନୁହେଁ ? 1) ଉରମ 2) ସନ୍ତୋଷ 3) ପରମାର୍ଥୀ 4) ଶୁରଙ୍କର 15 / 15 15) 'ମହାବାତ୍ୟାରେ ଓଡ଼ିଶାର ବହୁ ଧନଜୀବନ ନଷ୍ଟ ହେଲା' - ଏହା କି ପ୍ରକାର ବାକ୍ୟ ? 1) ସରଳ 2) ଯୌଗିକ 3) ଜଟିଳ 4) ମିଶ୍ର Your score isThe average score is 66% 0% Restart Test x