Odia Test – 12 CHANDAN Publish on: May 12, 2024 Odia Test - 12 1 / 15 1) “କୃପଣ' ଶବ୍ଦର ବିପରୀତାର୍ଥକ ଶବ୍ଦଟି ଚିହ୍ନାଅ? 1) ଧନୀ 2) ଧନବାନ 3) ବଦାନ୍ୟ 4) ଧନଶାଳୀ 2 / 15 2) ‘ପବନ’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ? 1) ପବ୍ + ଅନ 2) ପବ + ନ 3) ପୋ + ଅନ 4) ପ + ଅନ 3 / 15 3) 'ଉଠ୍ + ଆଣ' ଏଥିରେ କେଉଁ ପ୍ରତ୍ୟୟ ବ୍ୟବହାର ହୋଇଛି ? 1) ଅଣ 2) ଆଣ 3) ଆ 4) ଣ 4 / 15 4) ମହାନଦୀ ଓଡିଶାର ବଡ ନଦୀ ଅଟେ । ରେଖାଙ୍କିତ ଶବ୍ଦର ବିଶେଷ୍ୟ ସ୍ଥିର କର । 1) ନାମ / ସଜ୍ଞା 2) ଗୁଣ 3) ଜାତି 4) ଏଗୁଡିକ ମଧ୍ୟରୁ କୌଣସିଟି ନୁହେଁ । 5 / 15 5) ପ୍ରଦତ୍ତ ପଦମଧ୍ୟରୁ କେଉଁଟି ପ୍ରସ୍ନସୂଚକ ଅବ୍ୟୟର ଉଦାହରଣ ? 1) ଆଚ୍ଛା 2) ପରା 3) ଯଦି 4) ହଁ 6 / 15 6) ରାମ ଆସୁ ଅଛି । ବାକ୍ୟରେ ଥିବା 'ରାମ' କେଉଁ ବିଭକ୍ତି ?' 1) ପ୍ରଥମା 2) ତୃତୀୟା 3) ଚତୁର୍ଥୀ 4) ଷଷ୍ଠି 7 / 15 7) ଇଂରେଜମାନେ ଭାରତକୁ ଖଣ୍ଡଖଣ୍ଡ କରିଦେଲେ - ଏହି ବାକ୍ୟରେ କର୍ମକାରକ କିଏ ? 1) ଇଂରେଜମାନେ 2) ଭାରତକୁ 3) ଖଣ୍ଡଖଣ୍ଡ 4) କରିଦେଲେ 8 / 15 8) ଗ୍ରାମଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ - ଏକ ପଦରେ ପ୍ରକାଶ କର 1) ଗ୍ରାମାତ୍ ସହର 2) ଗ୍ରାମ ସହର 3) ସହରଗ୍ରାମ 4) ଆଗ୍ରାମସହର 9 / 15 9) “ଆବାହନ'ର ବିପରୀତ ଶବ୍ଦଟି କ'ଣ ଚିହ୍ନାଅ? 1) ପ୍ରସ୍ଥାନ 2) ସ୍ଵସ୍ଥାନ 3) ବାହନ 4) ବିସର୍ଜନ 10 / 15 10) ପ୍ରଦତ୍ତ ଶବ୍ଦ ମଧ୍ୟରୁ କେଉଁ ଶବ୍ଦଟି ଠିକ - ଚିହ୍ନାଇ ଦିଅ ? 1) ତୁଳସି 2) ତୁଳଶୀ 3) ତୂଳସୀ 4) ତୁଳସୀ 11 / 15 11) ‘ରାଜା’ର ପର୍ଯ୍ୟାୟବାଚୀ ଶବ୍ଦଟି ଲେଖ? 1) ଅଶ୍ୱପତି 2) ଗଜପତି 3) ନରପତି 4) ଛତ୍ରପତି 12 / 15 12) 'ଅହନ୍ତା ରଖିବା' - ରୂଢିଟିର କେଉଁ ଅର୍ଥଟି ଠିକ ? 1) ପ୍ରତିହିଂସା ମନୋଭାବ ପୋଷଣ କରିବା 2) ଲକ୍ଷ୍ୟ ରଖିବା 3) ଲୋଲୁପ ଦୃଷ୍ଟିଦେବା 4) ଅନୁମାନକରି କହିବା 13 / 15 13) ଓଡ଼ିଆ ବ୍ୟାକରଣରେ ବିଶେଷ୍ୟ ପଦମାନଙ୍କ ସଂଖ୍ୟା : 1) 5 ଟି 2) 4 ଟି 3) 3 ଟି 4) 6 ଟି 14 / 15 14) 'ଦମ୍ପତି' - ଏହା କେଉଁ ସମାସ ? 1) ଦ୍ଵିଗୁ ସମାସ 2) ତତ୍ ପୁରୁଷ ସମାସ 3) ଦ୍ଵନ୍ଦ ସମାସ 4) ବହୁବ୍ରୀହି ସମାସ 15 / 15 15) ନିମ୍ନଲିଖିତ କେଉଁ ବାକ୍ୟଟି ଏକ ଜଟିଳ ବାକ୍ୟ ଅଟେ । 1) ପିଲାଟି ହସି ହସି କୁଆଡ଼େ ଚାଲି ଗଲା? 2) ରାଜେଶର ଡାକ ଶୁଣି ସୀମା ଧାଇଁ ଧାଇଁ ଆସିଲା। 3) କଥା ନ ମାନିବାରୁ ମାଆ ଭଉଣୀ ଉପରେ ବିରକ୍ତ ହେଲେ। 4) ଯେମିତି ବିଦ୍ୟାମନ୍ଦିରରେ ସମସ୍ତେ ପ୍ରବେଶ କରୁଛନ୍ତି, ସେମିତି ଦେବମନ୍ଦିରରେ ମଧ୍ୟ କରିବେ। Your score isThe average score is 55% 0% Restart Test x