Odia Test – 08 CHANDAN Publish on: April 23, 2024 Odia Test - 08 1 / 15 1) The contractor could build the house in about a year.ଏହାର ସଠିକ ଓଡ଼ିଆ ଅନୁବାଦ କେଉଁଟି ? 1) କଣ୍ଟ୍ରାକ୍ଟର ପ୍ରାୟ ଗୋଟିଏ ବର୍ଷରେ ଘରଟିକୁ ତୋଲିଥିଲେ । 2) କଣ୍ଟ୍ରାକ୍ଟର ପ୍ରାୟ ଗୋଟିଏ ବର୍ଷରେ ଘରଟିକୁ ନିର୍ମାଣ କରିପାରିଲେ । 3) କଣ୍ଟ୍ରାକ୍ଟର ପ୍ରାୟ ଦୁଇବର୍ଷରେ ଘରଟିକୁ ତୋଳିବେ । 4) କଣ୍ଟ୍ରାକ୍ଟର ପ୍ରାଯ ବର୍ଷକରେ ପ୍ରାସାଦଟି ଗଢିଲେ । 2 / 15 2) 'ହାତ ଶଙ୍ଖା ଦର୍ପଣ' - ରୂଢିଟିର ଅର୍ଥ କ'ଣ ? 1) ସୁଖମୟ ଦାମ୍ପଦ୍ୟ ଜୀବନ 2) ପରିଷ୍କାର ପରିଚ୍ଛନ୍ନତା 3) ବିଭା ହେବା 4) ମେଳ ଖାଇବା 3 / 15 3) 'ଆକୁଞ୍ଚନ' ର ବିପରୀତ ଅର୍ଥବୋଧକ ଶବ୍ଦଟି ଚିହ୍ନଟ କର। 1) ବିସ୍ତାର 2) ବିସ୍ତରଣ 3) ପ୍ରସାରଣ 4) ପ୍ରସାର 4 / 15 4) କୋଷ ଶବ୍ଦଟିର ପ୍ରତିଶବ୍ଦଟି କେଉଁଟି ? 1) କୁଳିଶ 2) ଶମ୍ପା 3) ଆଧାର 4) ବାୟସ 5 / 15 5) 'କି ଭୟଙ୍କର ଝଡ' - ବାକ୍ୟଟିରେ କେଉଁ ବାକ୍ୟ ବିନ୍ୟାସ ଚିହ୍ନ ଆବଶ୍ୟକ? 1) ? 2) - 3) ! 4) :- 6 / 15 6) ନିମ୍ନୋକ୍ତ ପଦମାନଙ୍କ ମଧ୍ୟରୁ ତଦ୍ଧିତ ପଦଟିକୁ ଚିହ୍ନଟ କର : 1) ଉଠାଣ 2) ରାଧେୟ 3) ଜୀଅନ୍ତା 4) ଶୁଣାଣି 7 / 15 7) ଅସୁବିଧାରେ ପଡ଼ି ସଚେତନ ହେବା - ଅର୍ଥ ବୁଝାଉଥିବା ରୂଢିଟି କେଉଁଟି ? 1) ଦାଉ ସାଧିବା 2) ମୁହଁ ବଢ଼ାଇବା 3) ମୁହଁ ଦେବା 4) ମନ ଘର ଧରିବା 8 / 15 8) ଶୁଦ୍ଧ ଶବ୍ଦଟି ଚିହ୍ନଟ କର। 1) ଜନ୍ତୁପତି 2) ଯାନ୍ତୁପତି 3) ଜନ୍ତୁପତୀ 4) ଯନ୍ତୁପତି 9 / 15 9) 'ଦୃତଗାମୀ' - ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ କେଉଁଟି? 1) ଦୃତଗାମି 2) ଦ୍ରୁତଗାମି 3) ଦ୍ରୁତଗମୀ 4) ଦ୍ରୁତଗାମୀ 10 / 15 10) ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍ ନୁହେଁ 1) ଅଗ - ମୂଳ 2) ଅଜ୍ଞ - ବିଜ୍ଞ 3) ଅଗ୍ରଜ - ସାନଜ 4) ଅତୀତ - ଭବିଷ୍ୟତ 11 / 15 11) ‘ଦେଶାନ୍ତର’ – ଏହା କି ପ୍ରକାର ସମାସ ଅଟେ ? 1) କର୍ମଧାରୟ 2) ତତ୍ପୁରୁଷ 3) ଦ୍ୱନ୍ଦ୍ୱ 4) କେଉଁଟି ନୁହଁ 12 / 15 12) ‘ଭୋ + ଅନ’ ମିଶି କେଉଁ ଶବ୍ଦ ହେବ ? 1) ଭିନ୍ନ 2) ଭାବନା 3) ଭାବ 4) ଭବନ 13 / 15 13) ବିଶେଷଣ ପଦ 'ଧୀର' ର ବିଶେଷ୍ୟ ରୂପଟି ଲେଖ | 1) ଧାର୍ଯ୍ୟ 2) ଧାରଣୀୟ 3) ଧୈର୍ଯ୍ୟ 4) ଧୀରଣୀୟ 14 / 15 14) ସଂଗ୍ରାମ ବିଦ୍ୟାଳୟକୁ ଗଲା, କିନ୍ତୁ ପାଠ ପଢିଲା ନାହିଁ - ଏହାକୁ ଜଟିଳ ବାକ୍ୟରେ ରୂପାନ୍ତର କର। 1) ସଂଗ୍ରାମ ବିଦ୍ୟାଳୟକୁ ନ ଯିବାରୁ ପାଠ ପଢିଲା ନାହିଁ। 2) ସଂଗ୍ରାମ ବିଦ୍ୟାଳୟକୁ ଗଲା ଓ ପାଠ ପଢିଲା ନାହିଁ 3) ଯେହେତୁ ସଂଗ୍ରାମ ବିଦ୍ୟାଳୟକୁ ଗଲା, ତେଣୁ ପା 4) ଯଦିଓ ସଂଗ୍ରାମ ବିଦ୍ୟାଳୟକୁ ଗଲା, ତଥାପି ପାଠ ପଢିଲା ନାହିଁ। 15 / 15 15) ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍ ନୁହେଁ ? 1) ଅକ୍ଳାନ୍ତ - କ୍ଲାନ୍ତ 2) ଅକ୍ଷମ — କ୍ଷମ 3) ଅଗ୍ର - ଅନଗ୍ର 4) ଅକ୍ଷତ-କ୍ଷତ Your score isThe average score is 58% 0% Restart Test x