Odia Test – 10 CHANDAN Publish on: April 26, 2024 Odia Test - 10 1 / 15 1) Ancient documents have been found in this cupboard.ଏହାର ସଠିକ ଓଡ଼ିଆ ଅନୁବାଦ କେଉଁଟି ? 1) ଏହି ଆଲମିରା ରେ ପ୍ରାଚୀନ ବହିଗୁଡିକ ଦେଖିବାକୁ ମିଳିଛି । 2) ଏହି ଆଲମିରା ରେ ପ୍ରାଚୀନ କପଡାଗୁଡିକ ଦେଖିବାକୁ ମିଳିଛି । 3) ଏହି ଆଲମିରା ରେ ପ୍ରାଚୀନ ଦଲିଲଗୁଡିକ ଦେଖିବାକୁ ମିଳିଛି । 4) ଏହି ଆଲମିରା ରେ ନୂଆ ଦଲିଲଗୁଡିକ ଦେଖିବାକୁ ମିଳିଛି । 2 / 15 2) ଲୋକଟା ବେଶି ପାଟି କରିବାରୁ ତାକୁ ଅର୍ଦ୍ଦଚନ୍ଦ୍ର (ଗଳାଧକ୍କା) ଦେଇ ବିଦା କରିଦେଲେ - ଏହି ବାକ୍ୟରେ କେଉଁ ବିରାମ ଚିହ୍ନ ପ୍ରଯୁଜ୍ୟ ? 1) - 2) । 3) ! 4) ? 3 / 15 3) ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ ହେଲେ ଏବଂ ଉପମେୟରେ ଉପମାନରେ ଆରୋପ ହେଲେ କି ଅଳଙ୍କାର ହୁଏ ? 1) ଉତ୍-ପ୍ରେକ୍ଷା 2) ଯମକ 3) ଉପମା 4) ରୂପକ 4 / 15 4) ‘ସୈନ୍ୟବାସ’ - କେଉଁ ସମାସର ଅନ୍ତର୍ଗତ ? 1) କର୍ମଧାରୟ 2) ତତ୍ପୁରୁଷ 3) ଦ୍ୱିଗୁ 4) ବହୁବ୍ରୀହି 5 / 15 5) 'ଆଇଁଷ' ଶବ୍ଦଟି କେଉଁ ପ୍ରକାର ଶବ୍ଦ? 1) ବୈଦେଶିକ 2) ତଭବ 3) ଦେଶଜ 4) ତତ୍ସମ 6 / 15 6) 'ଋଷିକୁଲ୍ୟା' ଶବ୍ଦଟି କି ପ୍ରକାର ବିଶେଷ୍ୟ? 1) ସଂଜ୍ଞାବାଚକ 2) କ୍ରିୟାବାଚକ 3) ଗୁଣବାଚକ 4) ଜାତିବାଚକ 7 / 15 7) 'ମେଘ'ର ସମାର୍ଥବୋଧକ ଶବ୍ଦଟି କ'ଣ ? 1) ପାଦପ 2) ବଳାହକ 3) ବିଭାବରୀ 4) ସ୍ମର 8 / 15 8) 'ଅହନ୍ତା ରଖିବା' - ରୂଢିଟିର କେଉଁ ଅର୍ଥଟି ଠିକ ? 1) ପ୍ରତିହିଂସା ମନୋଭାବ ପୋଷଣ କରିବା 2) ଲକ୍ଷ୍ୟ ରଖିବା 3) ଲୋଲୁପ ଦୃଷ୍ଟିଦେବା 4) ଅନୁମାନକରି କହିବା 9 / 15 9) ସବୁଟି ମିଛ ହରି ନାମଟି ସତ । - ଏଥିରେ ‘ସବୁ’ କେଉଁ ପଦ ? 1) ବିଶେଷ୍ୟ 2) ବିଶେଷଣ 3) ସର୍ବନାମ 4) ଅବ୍ୟୟ 10 / 15 10) 'ନିର୍ଲଜ୍ଜ' ଶବ୍ଦଟି କେଉଁ ସମାସ ? 1) ତତ୍ ପୁରୁଷ 2) ଅଵ୍ୟୟୀଭାବ 3) ନଞ୍ ବହୁବ୍ରୀହି 4) ଦ୍ବୀଗୁ 11 / 15 11) ''ଆବାହନ'ର ବିପରୀତ ଶବ୍ଦଟି କଣ ? 1) ସ୍ଵସ୍ଥାନ 2) ବାହନ 3) ବିସର୍ଜନ 4) ପ୍ରସ୍ଥାନ 12 / 15 12) କବି କବିତା ଲେଖନ୍ତି । ରେଖାଙ୍କିତ ପଦଟି କେଉଁ ବିଭକ୍ତି? 1) ପଞ୍ଚମୀ 2) ସପ୍ତମୀ 3) ଷଷ୍ଠି 4) ପ୍ରଥମା 13 / 15 13) ମହାଦେଶଠାର କ୍ଷୁଦ୍ର- ଏକ ପଦରେ ପ୍ରକାଶ କର | 1) ଉପମହାଦେଶ 2) ଅନଦେଶ 3) ଦେଶ 4) ଅନମହାଦେଶ 14 / 15 14) ତୁମେ ବାରମ୍ବାର ସେ ଭୁଲ କରଛୁ । ରେଖାଙ୍କିତ ପଦଟି କେଉଁ ଅବ୍ୟୟ ? 1) ବୀପ୍ ସାର୍ଥକ ଅବ୍ୟୟ 2) ସମ୍ମତିସୂଚକ ଅବ୍ୟୟ 3) ବିକଳ୍ପାର୍ଥକ ଅବ୍ୟୟ 4) ସାଦୃଶ୍ୟବୋଧକ ଅବ୍ୟୟ 15 / 15 15) ଠିକ୍ ବାକ୍ୟଟିକୁ ଚିହ୍ନାଇ ଦିଅ ? 1) ଧର୍ମ ଏକା ସିନା ଶୋଚନା ପଣିଆ । 2) ଧର୍ମ ଏକା ସିନା କାମନା ପଣିଆ । 3) ଧର୍ମ ଏକା ସିନା ଭାବନା ପଣିଆ । 4) ଧର୍ମ ଏକା ସିନା ମହତ ପଣିଆ । Your score isThe average score is 52% 0% Restart Test x