Join Telegram Group

Join Whatsapp Channel

Odia Test – 06

Odia Test - 06

1 / 15

1) ଶୁଦ୍ଧ ଶବ୍ଦ ଦୁଇଟିକୁ  ବାଛ ।

2 / 15

2) "ଜମିଦାରଙ୍କ ବଡ ପୁଅ ସୁରେନ୍ଦ୍ର ଏ ମନ୍ଦିର ତୋଳିଛନ୍ତି"। ଏହି ବାକ୍ୟରେ କର୍ତ୍ତା କିଏ ?

3 / 15

3) ଶୁଦ୍ଧ ଶବ୍ଦଟି ବାଛ ।

4 / 15

4) "ଅବିସ୍ମରଣୀୟ" ଶବ୍ଦର ଅର୍ଥ କଣ ?

5 / 15

5) 'ଦୁର୍ଲଭ' ଶବ୍ଦର ବିପରୀତାର୍ଥକ ଶବ୍ଦଟି ଚିହ୍ନାଅ ?

6 / 15

6) ପ୍ରଦତ୍ତ ପଦମଧ୍ୟରୁ କେଉଁଟି କାଳବାଚକ ଅବ୍ୟୟର ଉଦାହରଣ ?

7 / 15

7) ଯେତେବେଳେ ଗ୍ରୀଷ୍ମ ଆସେ, ସେତେବେଳେ ସବୁଆଡେ ଝାଞ୍ଜି ବହେ। - ଏହାକୁ ଯୌଗିକ ବାକ୍ୟରେ ରୂପାନ୍ତର କର।

8 / 15

8) ପ୍ରୀତି ପ୍ରତିଦିନ ସକାଳେ ପ୍ରାର୍ଥନା କଲେ ____ ମନରେ ପରମ ସୁଖ ପାଏ - ବାକ୍ୟଟିର ଶୂନ୍ୟସ୍ଥାନରେ କେଉଁ ବିନ୍ୟାସ ଚିହ୍ନ ଲାଗିବ ?

9 / 15

9) ଅଷ୍ଟ ରତ୍ନର ସମାହାର = ଅଷ୍ଟରତ୍ନ - ଏହା କି ସମାସ ?

10 / 15

10) ଯେଉଁ ପଦ କୌଣସି କାର୍ଯ୍ୟର ନାମକୁ ବୁଝାଏ ତାକୁ କ'ଣ କହନ୍ତି ?

11 / 15

11) ସ୍ଵର ଧ୍ୱନି ସାହାଯ୍ୟରେ ଯେଉଁ ଧ୍ୱନି ଉଚ୍ଚାରିତ ହୁଏ ତାକୁ କ'ଣ କହନ୍ତି ?

12 / 15

12) ବିରାଡ଼ି ଛିଙ୍କିବା - ଏହି ରୂଢ଼ିଟିର ଅର୍ଥ କ'ଣ ?

13 / 15

13) ସମାନଗୋତ୍ର ଯାହାର ସେମାନେ - ଏକପଦରେ ପ୍ରକାଶ କର |

14 / 15

14) କ୍ରିୟାର ମୂଳପିଣ୍ଡକୁ କ'ଣ କୁହାଯାଏ ?

15 / 15

15) ଯେଉଁ କ୍ରିୟା ପଦରେ ମୁଖ୍ୟ ଓ ସାହାଯ୍ୟକାରୀ ଧାତୁ ଭାବରେ ଦୁଇଟି ଧାତୁ ଯୋଗହୋଇ ରହିଥାଏ,ତାହାକୁ କେଉଁ ପ୍ରକାରର କ୍ରିୟା କୁହାଯାଏ?

Your score is

The average score is 55%

0%

x

Leave a Comment