All Odisha Exam Free Mock Test

Join Telegram Group

Join Whatsapp Channel

Odia Test – 05

OSSSC Odia Test - 05

1 / 15

1. ଶୁଦ୍ଧ ଶବ୍ଦଟି ବାଛ :

2 / 15

2. ‘ଅନାବିଳ’ – ଏହା କି ପ୍ରକାର ସମାସ ?

3 / 15

3. ସରେ ରସେ ଷଟପଦ ସାରସୀ- ରସରେ ବୁଲେ ସଦା ଲବେ ସ୍ଥିର ନୋହି କା ପାଶରେ । - ଏଥରେ କେଉଁ ଅଳଙ୍କାର ପ୍ରଯୁକ୍ତ ?

4 / 15

4. .'ଅଧ୍ୟାତ୍ମ'  ଶବ୍ଦରେ କେଉଁ ଉପସର୍ଗ ବ୍ୟବହୃତ ହୋଇଛି ?

5 / 15

5. ଏଥର ପୁରୀ ଯାଇଥିଲେ ​ଜଗନ୍ନାଥ ଦର୍ଶନ ସୁବିଧାରେ ମିଳିଥାନ୍ତା । ରେଖାଙ୍କିତ ପଦଟି କି ପ୍ରକାର କ୍ରିୟା ?

6 / 15

6. କେଉଁଟି ପୁଂଲିଙ୍ଗବାଚକ ଶବ୍ଦ ନୁହେଁ ?

7 / 15

7. ଘରେ ଘରେ ପୂଜା ଚାଲିଛି । ବାକ୍ୟରେ ଥିବା 'ଘରେ ଘରେ' କେଉଁ ବିଭକ୍ତି  ?

8 / 15

8. ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ଅନେକ ବିପଦରୁ ରକ୍ଷା କରିଥିଲେ - ରେଖାଙ୍କିତ ପଦଟି କେଉଁ କାରକ ?

9 / 15

9. 'ଅନାବିଳ' ଶବ୍ଦର ବିପରୀତାର୍ଥକ ଶବ୍ଦଟି ଚିହ୍ନାଅ ?

10 / 15

10. 'ତ୍ରିଦଶ' ଶବ୍ଦଟି କାହାର ପ୍ରତିଶବ୍ଦ?

11 / 15

11. 'ମାନସକୁ ଅତିକ୍ରମ କରି'- ଏକପଦରେ ପ୍ରକାଶ କର |

12 / 15

12. ନିମ୍ନଲିଖତ ବାକ୍ୟ ମଧ୍ୟରୁ କେଉଁ ବାକ୍ୟଟି ଶୁଦ୍ଧ ଚିହ୍ନଟ କର ?

13 / 15

13. ‘ନମସ୍କାର’ ଶବ୍ଦର ସନ୍ଧିବିଚ୍ଛେଦ ଲେଖ ?

14 / 15

14. ହିତ + ଏଷୀ ଏହାର ଠିକ୍ ସନ୍ଧିରୂପ କେଉଁଟି ?

15 / 15

15. ବାକ୍ୟ ମଧ୍ୟରେ ଘୃଣା ଓ ସନ୍ଦେହ ପ୍ରକାଶ ପାଉଥିଲେ କେଉଁ ବିରାମ ଚିହ୍ନ ଦିଆଯାଏ ?

Your score is

The average score is 50%

0%

Leave a Comment