Odia Test – 02 CHANDAN Publish on: April 15, 2024 OSSSC Odia Test - 02 1 / 15 1. ମାସମାନଙ୍କରେ ମାର୍ଗଶିର ଶ୍ରେଷ୍ଠ । - ରେଖାଙ୍କିତ ପଦଟି କେଉଁ ବିଭକ୍ତି ? 1. ପ୍ରଥମା 2. ତୃତୀୟା 3. ଷଷ୍ଠି 4. ସପ୍ତମୀ 2 / 15 2. 'ଘୋଡ଼ା ମୁହାଁ' - ଏହା କେଉଁ ସମାସ ନିଷ୍ପନ୍ନ ପଦ ? 1. ତତ୍ ପୁରୁଷ 2. କର୍ମଧାରୟ 3. ବହୁବ୍ରିହି 4. ଦ୍ୱିଗୁ 3 / 15 3. 'ଅର୍ଥକୁ ଅତିକ୍ରମ ନ କରି' -- ସମସ୍ତ ପଦ କ'ଣ ହେବ 1. ଯଥାର୍ଥ 2. ଅଯଥାର୍ଥ 3. ଅଯଥାର୍ଥ 4. ବ୍ୟର୍ଥ 4 / 15 4. ଦର୍ଦ୍ଦୁର-ରବ ଶୁଣି ନୀରବ ପିକ ମୂଢ଼- ସଭାରେ ମୂକ ଯଥା ଧାର୍ମିକ | -- ଏଥିରେ କେଉଁ ଅଳଙ୍କାର ରହିଛି ? 1. ଉପମା 2. ଶ୍ଳେଷ 3. ଉତ୍ପ୍ରେକ୍ଷା 4. ବ୍ୟତିରେକ 5 / 15 5. ନିମ୍ନ ମଧ୍ୟରୁ କେଉଁଟି ବିଶେଷ୍ୟ ପଦ ? 1. ଥଙ୍ଗଥଙ୍ଗ 2. ଥିରିଥିରି 3. ଥୋବରା 4. ଥଇଥାନ 6 / 15 6. ‘ଷଟ୍ + ନୀତି’ ମିଶି କେଉଁ ଶବ୍ଦ ହେବ ? 1. ସନ୍ନୀତି 2. ଷଣ୍ନୀତି 3. ସୁନୀତି 4. ସୁଗତି 7 / 15 7. କେଉଁଟି ସକର୍ମକ କ୍ରିୟା ? 1. କାଶିବା 2. ମାପିବା 3. ମରିବା 4. କମ୍ପିବା 8 / 15 8. 'ପକ୍ଷୀର ଗାନ' ଏକ ପଦରେ କ'ଣ ହେବ ? 1. ହ୍ରେସା 2. ବୃହ୍ମଣ 3. କାକଳି 4. ସ୍ୱାନ 9 / 15 9. “କଥା ପକାଇବା' ରୂଢ଼ିଟି କେଉଁ ଅର୍ଥରେ ପ୍ରଚଳିତ ? 1. ନିଷ୍ପତ୍ତି କରିବା 2. ଗୁପ୍ତକଥା ପ୍ରଘଟ କରିବା 3. ବାଧା ଦେବା 4. ପ୍ରସ୍ତାବ ଦେବା 10 / 15 10. ପାସ୍ତା ତିଆରି କରିବା ସମୟରେ ମୁଁ ପାଣି ବ୍ୟବହାର କରେ ଯେତେବେଳେ ମୋ ମା ଅଣ୍ଡା ବ୍ୟବହାର କରନ୍ତି। (ଏହାର ସଠିକ ଇଂରାଜୀ ଭାଷାନ୍ତର ଚିହ୍ନଟ କରନ୍ତୁ) 1. I use water when making pasta whereas my mom don't uses eggs. 2. I use water when making pasta whereas my mom uses eggs. 3. I don't use water when making pasta whereas my mom uses eggs. 4. I use oil when making pasta whereas my mom uses eggs. 11 / 15 11. ସେ ମୋ _______ କ୍ରୋଧିତ ହେଲେ - ଉପଯୁକ୍ତ ବିକଳ୍ପ ବାଛ । 1. ଆଚରଣକୁ 2. ଆଚରଣ ଦ୍ୱାରା 3. ଆଚରଣରେ 4. କେଉଁଟି ନୁହଁ 12 / 15 12. ଗୋପାଳ ମୋଦ୍ୱାରା କାମଟି କରାଇଲେ । ରେଖାଙ୍କିତ ପଦଟି କି ପ୍ରକାର କର୍ତ୍ତା? 1. ପ୍ରଯୋଜକ 2. ମୁଖ୍ୟ 3. ପ୍ରଯୋଜ୍ୟ 4. ଊହ୍ୟ 13 / 15 13. କେଉଁ ବିଶେଷଣରେ 'ତର', 'ତମ' ପ୍ରତ୍ୟୟ ଲାଗେ? 1. କ୍ରିୟା ବିଶେଷଣ 2. ଗୁଣବାଚକ ବିଶେଷଣ 3. ବିଧେୟ ବିଶେଷଣ 4. ତୁଳନାତ୍ମକ ବିଶେଷଣ 14 / 15 14. ଅପେକ୍ଷା - ଏହା ବିପରୀତାର୍ଥବୋଧକ ଶବ୍ଦଟି କିଏ ? 1. ଅପେକ୍ଷା ନ କରିବା 2. ଉପେକ୍ଷା 3. ଅନପେକ୍ଷା 4. ବିଳମ୍ବ 15 / 15 15. କୌଣସି କାର୍ଯ୍ୟ ଉତ୍ତମ ରୂପେ ନିର୍ଣ୍ଣୟ କରି ନ ପାରିବା - ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କ’ଣ? 1. ଆକାଶ କଇଁଆ ଚିଲିକାମାଛ 2. ଆଖୁ କିଆରିରେ ପଶିବା 3. ଉଡ଼ିଗଲା ଚଢ଼େଇର ପର ଗଣିବା 4. ଋଷି ଜଟା ଛିଣ୍ଡାଇବା Your score isThe average score is 54% 0% Restart Test x