All Odisha Exam Free Mock Test

Join Telegram Group

Join Whatsapp Channel

Odia Test – 11

Odia Test - 11

1 / 15

1) ବୃଥା ସ୍ଵପ୍ନ- ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ'ଣ ?

2 / 15

2) ଶୁଦ୍ଧ ବନାନ ଥିବା ଶବ୍ଦଟି ବାଛ ।

3 / 15

3) ଶକ୍ତିକୁ ଅତିକ୍ରମ ନ କରି-- ଏକ ପଦରେ ପ୍ରକାଶ କର ।

4 / 15

4) ମଣିଷର ମୁଖ ନିଃସୃତ ନୟମବଦ୍ଧ ଧ୍ଵନମାନଙ୍କର ସମାହାରକୁ କ'ଣ କୁହାଯାଏ ?

5 / 15

5) ଶୁଦ୍ଧ ବାକ୍ୟଟି ବାଛ ।

6 / 15

6) ‘ନରସିଂହ’ - ଏହା କେଉଁ ପ୍ରକାର ସମାସ ନିଷ୍ପନ୍ନ ପଦ ?

7 / 15

7) ସେ କେବଳ ବିଦ୍ୱାନ ନୁହଁନ୍ତି, ଦୟାଳୁ ମଧ୍ୟ । - ଏହା କେଉଁ ପ୍ରକାର ବାକ୍ୟ ?

8 / 15

8) 'ପୟୋଧି' ଶବ୍ଦଟି କାହାର ପ୍ରତିଶବ୍ଦ?

9 / 15

9) 'ଖୋଲା' ଶବ୍ଦର ବିପରୀତାର୍ଥକ ଶବ୍ଦଟି ଚିହ୍ନାଅ?

10 / 15

10) ଅମ୍ବର - ର ପ୍ରତିଶବ୍ଦ

11 / 15

11) ଉଡିଗଲା ଚଢେଇର ପର ଗଣିବା - ଏହି ଲୋକବାଣୀଟିର ଅର୍ଥ କ'ଣ ?

12 / 15

12) 'ଅହଃ + ଅହଃ' ମିଶି କେଉଁ ଶବ୍ଦ ହେବ?

13 / 15

13) ସମୁଦ୍ର ଘୁଘୁ ଗର୍ଜ଼ୁଛି । ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ?

14 / 15

14) ମା' ପୁଅକୁ ଭାତ ଖୁଆଇଲେ । ରେଖାଙ୍କିତ ପଦଟି କି ପ୍ରକାର କର୍ତ୍ତା?

15 / 15

15) ଚୋରଟି ପୋଲିସ୍ କର୍ତ୍ତକ ଧରାହେଲା। - ରେଖାଙ୍କିତ ପଦଟି କେଉଁ ପ୍ରକାର ବିଭକ୍ତି ?

Your score is

The average score is 51%

0%

Leave a Comment