Join Telegram Group

Join Whatsapp Channel

Odia Test – 08

Odia Test - 08

1 / 15

1) The contractor could build the house in about a year.

ଏହାର ସଠିକ ଓଡ଼ିଆ ଅନୁବାଦ କେଉଁଟି ?

2 / 15

2) 'ହାତ ଶଙ୍ଖା ଦର୍ପଣ' - ରୂଢିଟିର ଅର୍ଥ କ'ଣ ?

3 / 15

3) 'ଆକୁଞ୍ଚନ' ର ବିପରୀତ ଅର୍ଥବୋଧକ ଶବ୍ଦଟି ଚିହ୍ନଟ କର।

4 / 15

4) କୋଷ ଶବ୍ଦଟିର ପ୍ରତିଶବ୍ଦଟି କେଉଁଟି ?

5 / 15

5) 'କି ଭୟଙ୍କର ଝଡ' - ବାକ୍ୟଟିରେ କେଉଁ ବାକ୍ୟ ବିନ୍ୟାସ ଚିହ୍ନ ଆବଶ୍ୟକ?

6 / 15

6) ନିମ୍ନୋକ୍ତ ପଦମାନଙ୍କ ମଧ୍ୟରୁ ତଦ୍ଧିତ ପଦଟିକୁ ଚିହ୍ନଟ କର :

7 / 15

7) ଅସୁବିଧାରେ ପଡ଼ି ସଚେତନ ହେବା - ଅର୍ଥ ବୁଝାଉଥିବା ରୂଢିଟି କେଉଁଟି ?

8 / 15

8) ଶୁଦ୍ଧ ଶବ୍ଦଟି ଚିହ୍ନଟ କର।

9 / 15

9) 'ଦୃତଗାମୀ' - ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ କେଉଁଟି?

10 / 15

10) ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍ ନୁହେଁ

11 / 15

11) ‘ଦେଶାନ୍ତର’ – ଏହା କି ପ୍ରକାର ସମାସ ଅଟେ ?

12 / 15

12) ‘ଭୋ + ଅନ’ ମିଶି କେଉଁ ଶବ୍ଦ ହେବ ?

13 / 15

13) ବିଶେଷଣ ପଦ 'ଧୀର' ର ବିଶେଷ୍ୟ ରୂପଟି ଲେଖ |

14 / 15

14) ସଂଗ୍ରାମ ବିଦ୍ୟାଳୟକୁ ଗଲା, କିନ୍ତୁ ପାଠ ପଢିଲା ନାହିଁ - ଏହାକୁ ଜଟିଳ ବାକ୍ୟରେ ରୂପାନ୍ତର କର।

15 / 15

15) ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍ ନୁହେଁ ?

Your score is

The average score is 57%

0%

x

Leave a Comment