Join Telegram Group

Join Whatsapp Channel

Odia Test – 03

OSSSC Odia Test - 03

1 / 15

1. କହିବା ଲୋକତ ମହତ ନୁହଇ ମହତ ସହିବା ଜନ, ସହିଷ୍ଟୁତା ହୀନ ବାଳକ ବାଳିକା ହୁଅନ୍ତୁ, କ୍ରୋଧେ ଅଜ୍ଞାନ' - ଏହା କେଉଁ ଛନ୍ଦରେ ରଚିତ ?

2 / 15

2. କେଉଁଟି ତଦ୍ଧିତ ପଦ ?

3 / 15

3. ଶୁଦ୍ଧ ବନାନଟି ବାଛ।

4 / 15

4. Sky appears blue due to scattering of light. ସଠିକ ​ଅନୁବାଦ ଚିହ୍ନାଅ ?

5 / 15

5. ​ପ୍ରଦତ୍ତ ପଦମଧ୍ୟରୁ କେଉଁଟି ପ୍ରସ୍ନସୂଚକ  ଅବ୍ୟୟର ଉଦାହରଣ ?

6 / 15

6. ରାମ ଆସୁ ଅଛି । ବାକ୍ୟରେ ଥିବା 'ରାମ' କେଉଁ ବିଭକ୍ତି ?'

7 / 15

7. ଇଂରେଜମାନେ ଭାରତକୁ ଖଣ୍ଡଖଣ୍ଡ କରିଦେଲେ - ଏହି ବାକ୍ୟରେ କର୍ମକାରକ କିଏ ?

8 / 15

8. ଏକପଦରେ ପ୍ରକାଶ କର- 'ଅତିଶୟ ଘଞ୍ଚ'

9 / 15

9. ଗ୍ରାମଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ - ଏକ ପଦରେ ପ୍ରକାଶ କର

10 / 15

10. “ଆବାହନ'ର ବିପରୀତ ଶବ୍ଦଟି କ'ଣ ଚିହ୍ନାଅ?

11 / 15

11. ପ୍ରଦତ୍ତ ଶବ୍ଦ ମଧ୍ୟରୁ କେଉଁ ଶବ୍ଦଟି ଠିକ - ଚିହ୍ନାଇ ଦିଅ ?

12 / 15

12. ତାଙ୍କ ______ ମୋର ବିରୋଧ ଅଛି । (ଦିଆଯାଇଥିବା ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନ ପୂରଣ କର ।)

13 / 15

13. ‘ରାଜା’ର ପର୍ଯ୍ୟାୟବାଚୀ ଶବ୍ଦଟି ଲେଖ ?

14 / 15

14.

'ଅହନ୍ତା ରଖିବା' - ରୂଢିଟିର କେଉଁ ଅର୍ଥଟି ଠିକ ?

15 / 15

15. କୌଣସି କାର୍ଯ୍ୟ ଉତ୍ତମ ରୂପେ ନିର୍ଣ୍ଣୟ କରି ନ ପାରିବା - ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କ’ଣ?

Your score is

The average score is 55%

0%

x

Leave a Comment