All Odisha Exam Free Mock Test

Join Telegram Group

Join Whatsapp Channel

Odia Test – 02

OP Odia Test - 02

1 / 10

1) ନିମ୍ନଲିଖିତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ଦ୍ୱନ୍ଦ ସମାସର ଉଦାହରଣ ନୁହେଁ ଚିହ୍ନଟ କର ।

2 / 10

2) ନିମ୍ନୋକ୍ତ ବାକ୍ୟମାନଙ୍କ ମଧ୍ୟରୁ ଶୁଦ୍ଧ ବାକ୍ୟଟି ଚିହ୍ନଟ କର ।

3 / 10

3) ନିମ୍ନଲିଖିତ ପଦ ମାନଙ୍କ ମଧ୍ୟରୁ କେଉଁଟି ବିଶେଷଣ ପଦ ।

4 / 10

4) 'ବାପା ବଜାରକୁ ଯାଇ ମାଛ ଆଣିଲେ' - ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ?

5 / 10

5) ବିବେକ ବ୍ୟବସାୟରୁ ବହୁତ ରୋଜଗାର କରୁଛି, ବାକ୍ୟରେ ଥିବା ଅପଦାନ କାରକ ପଦଟି କିଏ ?

6 / 10

6) “ଖେଦବୀଜ ନିଜହୃଦ କେଦାରେ ବିଞ୍ଚିଲୁରେ।” ଏହି ପଦଟି କେଉଁ ଅଳଙ୍କାରରେ ଲିଖିତ ?

7 / 10

7) ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍ ନୁହେଁ

8 / 10

8) ବାଟ ଭାଂଗିବା- ଏହି ରୂଢିଟିର ଅର୍ଥ କ'ଣ ?

9 / 10

9) ଉଚ୍ଚାରଣ ସ୍ଥାନ ଦୃଷ୍ଟିରୁ ଟ,୦,ଡ,ଢ,ଣ ବର୍ଷକୁ କେଉଁ ବର୍ଣ୍ଣ ବୋଲି ନାମକରଣ କରାଯାଇଛି।

10 / 10

10) ଶୁଦ୍ଧ ଶବ୍ଦ ନିର୍ଣ୍ଣୟ କର।

Your score is

The average score is 20%

0%

Leave a Comment