Odia Test – 02 CHANDAN Publish on: May 8, 2024 OP Odia Test - 02 1 / 10 1) ନିମ୍ନଲିଖିତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ଦ୍ୱନ୍ଦ ସମାସର ଉଦାହରଣ ନୁହେଁ ଚିହ୍ନଟ କର । 1) ପୁଅଝିଅ 2) ସାନବଡ 3) ନବଗ୍ରହ 4) ଦମ୍ପତି 2 / 10 2) ନିମ୍ନୋକ୍ତ ବାକ୍ୟମାନଙ୍କ ମଧ୍ୟରୁ ଶୁଦ୍ଧ ବାକ୍ୟଟି ଚିହ୍ନଟ କର । 1) ଆଜିକାଲି ପ୍ରତ୍ୟେକ ପିଲାମାନଙ୍କର ପାଠ ପଢାରେ ଆଗ୍ରହ ନାହିଁ । 2) ଆଜିକାଲି ପ୍ରତ୍ୟେକ ପିଲାର ପାଠ ପଢାରେ ଆଗ୍ରହ ନାହିଁ । 3) ଆଁଜିକାଲି କୌଣସି ପିଲାମାନଙ୍କର ପାଠ ପଢାରେ ଆଗ୍ରହ ନାହିଁ । 4) ଆଜିକାଲି କୌଣସି ପିଲାର ପାଠ ପଢାରେ ଆଗ୍ରହ ନାହିଁ । 3 / 10 3) ନିମ୍ନଲିଖିତ ପଦ ମାନଙ୍କ ମଧ୍ୟରୁ କେଉଁଟି ବିଶେଷଣ ପଦ । 1) ନିଧାନ 2) ପ୍ରଣତ 3) ବିଧାନ 4) ସଂହତି 4 / 10 4) 'ବାପା ବଜାରକୁ ଯାଇ ମାଛ ଆଣିଲେ' - ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ? 1) ସରଳ ବାକ୍ୟ 2) ମିଶ୍ର ବାକ୍ୟ 3) ଜଟିଳ ବାକ୍ୟ 4) ଯୌଗିକ ବାକ୍ୟ 5 / 10 5) ବିବେକ ବ୍ୟବସାୟରୁ ବହୁତ ରୋଜଗାର କରୁଛି, ବାକ୍ୟରେ ଥିବା ଅପଦାନ କାରକ ପଦଟି କିଏ ? 1) ବିବେକ 2) ବ୍ୟବସାୟରୁ 3) ବହୁତ 4) ରୋଜଗାର 6 / 10 6) “ଖେଦବୀଜ ନିଜହୃଦ କେଦାରେ ବିଞ୍ଚିଲୁରେ।” ଏହି ପଦଟି କେଉଁ ଅଳଙ୍କାରରେ ଲିଖିତ ? 1) ଉପମା ଅଳଙ୍କାର 2) ଉତପ୍ରେକ୍ଷା ଅଳଙ୍କାର 3) ରୂପକ ଅଳଙ୍କାର 4) ଭାନ୍ତମାନ ଅଳଙ୍କାର 7 / 10 7) ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍ ନୁହେଁ 1) ଅଗ - ମୂଳ 2) ଅଜ୍ଞ - ବିଜ୍ଞ 3) ଅଗ୍ରଜ - ସାନଜ 4) ଅତୀତ - ଭବିଷ୍ୟତ 8 / 10 8) ବାଟ ଭାଂଗିବା- ଏହି ରୂଢିଟିର ଅର୍ଥ କ'ଣ ? 1) ବିରକ୍ତ ହେବା 2) ଘୃଣା କରିବା 3) ଅପେକ୍ଷା କରିବା 4) ଉପେକ୍ଷା କରିବା 9 / 10 9) ଉଚ୍ଚାରଣ ସ୍ଥାନ ଦୃଷ୍ଟିରୁ ଟ,୦,ଡ,ଢ,ଣ ବର୍ଷକୁ କେଉଁ ବର୍ଣ୍ଣ ବୋଲି ନାମକରଣ କରାଯାଇଛି। 1) କଣ୍ଠେ ବର୍ଣ୍ଣ 2) ଦନ୍ତ୍ଯ ବର୍ଣ୍ଣ 3) ମୂର୍ଦ୍ଧଣ୍ୟ ବର୍ଣ୍ଣ 4) ତାଲବ୍ୟ ବର୍ଣ୍ଣ 10 / 10 10) ଶୁଦ୍ଧ ଶବ୍ଦ ନିର୍ଣ୍ଣୟ କର। 1) ବିଷଣ୍ଣ 2) ବିଷର୍ଣ୍ଣ 3) ବିସର୍ଣ୍ଣ 4) ବିଶଣ୍ଢ Your score isThe average score is 28% 0% Restart Test x