Join Telegram Group

Join Whatsapp Channel

Odia Test – 01

Odia Test - 01

1 / 10

1) ‘ରୂପର ଯୋଗ୍ୟ’ ଏହି ସମସ୍ୟାମାନ ପଦର ସମସ୍ତ ପଦଟି କ'ଣ ?

2 / 10

2) ସ୍ବଭାବେ ଭାବୁକ-ମାନସ-ଉଲ୍ଲାସୀ । – ରେଖାଙ୍କିତ ପଦଟି କେଉଁ ବିଭକ୍ତି ?

3 / 10

3) ମା’ ପନିକିରେ ପରିବା କାଟୁଛନ୍ତି ? ରେଖାଙ୍କିତ ପଦଟି କେଉଁ କାରକ ?

4 / 10

4) ବନାନ ଦୃଷ୍ଟିରୁ କେଉଁଟି ଶବ୍ଦଟିର ଶୁଦ୍ଧ ରୂପ ?

5 / 10

5) ଅର୍ଥବୋଧପାଇଁ ଏକପଦ ଅନ୍ୟପଦ ବା ପଦମାନଙ୍କର ଅପେକ୍ଷା ରଖିଲେ ତାହାକୁ କ’ଣ କୁହାଯାଏ ?

6 / 10

6) ‘ଅନ’ ପ୍ରତ୍ୟୟ ଯୋଗରେ କେଉଁ ଶବ୍ଦଟି ଗଠିତ ହୋଇନାହିଁ ?

7 / 10

7) କେଉଁଟି ମୂର୍ଦ୍ଧଣ୍ୟ ଧ୍ୱନି ?

8 / 10

8) ପ୍ରଦତ୍ତ ଅନୁଚ୍ଛେଦଟି ପଢ଼ି ପ୍ରଶ୍ନଟିର ଉତ୍ତର ବାଛି ଲେଖ :
ଆଜି ବିଜ୍ଞାନ ଓ ବାଣିଜ୍ୟ ପୃଥ‌ିବୀକୁ ଏକ ବିଶ୍ଵଗ୍ରାମରେ ପରିଣତ କରିଛି । ଭୌଗୋଳିକ ଦୂରତ୍ବ କମିଛି, କିନ୍ତୁ ଆର୍ଥିକ ଦୂରତ୍ବ କମିବାର ଲକ୍ଷଣ ନାହିଁ । ଏପରି ସ୍ଥିତି ସମଗ୍ର ପୃଥ‌ିବୀ ପାଇଁ ବିସ୍ଫୋରକ ଛୋଟିଆ ହୋଇ ଚାଲିଥବା ପୃଥ‌ିବୀରେ ସୁସ୍ଥ ଭାବେ ବଞ୍ଚିବା ପାଇଁ ବହୁ ସଂଖ୍ୟକ ସାଧାରଣ ଶିକ୍ଷିତ ଓ ସଚେତନ ମଣିଷ ପ୍ରଦେଶ, ଦେଶ, ଜାତି, ବର୍ଣ୍ଣ, ଧର୍ମର ଉର୍ଦୁକୁ ଯିବା ଜରୁରୀ ହୋଇପଡ଼ିଛି । ଯେତେବେଳେ ‘ବସୁଧୈବ କୁଟୁମ୍ବକମ୍’ ଉଚ୍ଚାରିତ ହେଲା, ସେତେବେଳେ ସମଗ୍ର ମାନବ ଜାତିକୁ ଆଲିଙ୍ଗନ କଲା ଭଳି ଉଦାର ଓ ସମଦର୍ଶୀ ମୁନିଋଷି ଥିଲେ । ଆଜି କମୁଥୁବା ଭୌଗୋଳିକ ଦୂରତା ସହିତ ତାଳ ରଖି ହୃଦୟର ଦୂରତା କମାଇବା ଜରୁରୀ ହୋଇପଡ଼ିଛି ।

ପ୍ରଶ୍ନ : ‘ବସୁଧୈବ କୁଟୁମ୍ବକମ୍’ ନୀତି ଅନୁସରଣ କରୁଥିବା ମୁନିଋଷିମାନେ କିପରି ଥୁଲେ ?

9 / 10

9) ପ୍ରଦତ୍ତ ଅନୁଚ୍ଛେଦଟି ପଢ଼ି ପ୍ରଶ୍ନଟିର ଉତ୍ତର ବାଛି ଲେଖ :
ଆଜି ବିଜ୍ଞାନ ଓ ବାଣିଜ୍ୟ ପୃଥ‌ିବୀକୁ ଏକ ବିଶ୍ଵଗ୍ରାମରେ ପରିଣତ କରିଛି । ଭୌଗୋଳିକ ଦୂରତ୍ବ କମିଛି, କିନ୍ତୁ ଆର୍ଥିକ ଦୂରତ୍ବ କମିବାର ଲକ୍ଷଣ ନାହିଁ । ଏପରି ସ୍ଥିତି ସମଗ୍ର ପୃଥ‌ିବୀ ପାଇଁ ବିସ୍ଫୋରକ ଛୋଟିଆ ହୋଇ ଚାଲିଥବା ପୃଥ‌ିବୀରେ ସୁସ୍ଥ ଭାବେ ବଞ୍ଚିବା ପାଇଁ ବହୁ ସଂଖ୍ୟକ ସାଧାରଣ ଶିକ୍ଷିତ ଓ ସଚେତନ ମଣିଷ ପ୍ରଦେଶ, ଦେଶ, ଜାତି, ବର୍ଣ୍ଣ, ଧର୍ମର ଉର୍ଦୁକୁ ଯିବା ଜରୁରୀ ହୋଇପଡ଼ିଛି । ଯେତେବେଳେ ‘ବସୁଧୈବ କୁଟୁମ୍ବକମ୍’ ଉଚ୍ଚାରିତ ହେଲା, ସେତେବେଳେ ସମଗ୍ର ମାନବ ଜାତିକୁ ଆଲିଙ୍ଗନ କଲା ଭଳି ଉଦାର ଓ ସମଦର୍ଶୀ ମୁନିଋଷି ଥିଲେ । ଆଜି କମୁଥୁବା ଭୌଗୋଳିକ ଦୂରତା ସହିତ ତାଳ ରଖି ହୃଦୟର ଦୂରତା କମାଇବା ଜରୁରୀ ହୋଇପଡ଼ିଛି ।

ପ୍ରଶ୍ନ : ସୁସ୍ଥଭାବେ ବଞ୍ଚିବା ପାଇଁ ସଂଖ୍ଯାତ୍ମକ ଶିକ୍ଷିତ ଓ ସଚେତନ ମଣିଷ କ’ଣ କରିବା ଉଚିତ ?

10 / 10

10) ପ୍ରଦତ୍ତ ଅନୁଚ୍ଛେଦଟି ପଢ଼ି ପ୍ରଶ୍ନଟିର ଉତ୍ତର ବାଛି ଲେଖ :
ଆଜି ବିଜ୍ଞାନ ଓ ବାଣିଜ୍ୟ ପୃଥ‌ିବୀକୁ ଏକ ବିଶ୍ଵଗ୍ରାମରେ ପରିଣତ କରିଛି । ଭୌଗୋଳିକ ଦୂରତ୍ବ କମିଛି, କିନ୍ତୁ ଆର୍ଥିକ ଦୂରତ୍ବ କମିବାର ଲକ୍ଷଣ ନାହିଁ । ଏପରି ସ୍ଥିତି ସମଗ୍ର ପୃଥ‌ିବୀ ପାଇଁ ବିସ୍ଫୋରକ ଛୋଟିଆ ହୋଇ ଚାଲିଥବା ପୃଥ‌ିବୀରେ ସୁସ୍ଥ ଭାବେ ବଞ୍ଚିବା ପାଇଁ ବହୁ ସଂଖ୍ୟକ ସାଧାରଣ ଶିକ୍ଷିତ ଓ ସଚେତନ ମଣିଷ ପ୍ରଦେଶ, ଦେଶ, ଜାତି, ବର୍ଣ୍ଣ, ଧର୍ମର ଉର୍ଦୁକୁ ଯିବା ଜରୁରୀ ହୋଇପଡ଼ିଛି । ଯେତେବେଳେ ‘ବସୁଧୈବ କୁଟୁମ୍ବକମ୍’ ଉଚ୍ଚାରିତ ହେଲା, ସେତେବେଳେ ସମଗ୍ର ମାନବ ଜାତିକୁ ଆଲିଙ୍ଗନ କଲା ଭଳି ଉଦାର ଓ ସମଦର୍ଶୀ ମୁନିଋଷି ଥିଲେ । ଆଜି କମୁଥୁବା ଭୌଗୋଳିକ ଦୂରତା ସହିତ ତାଳ ରଖି ହୃଦୟର ଦୂରତା କମାଇବା ଜରୁରୀ ହୋଇପଡ଼ିଛି ।

ପ୍ରଶ୍ନ : କେଉଁ ସ୍ଥିତି ପୃଥ‌ିବୀ ପାଇଁ ବିସ୍ଫୋରକ ?

Your score is

The average score is 48%

0%

x

Leave a Comment