Odia Test – 01 CHANDAN Publish on: May 8, 2024 OP Odia Test - 01 1 / 10 1) ଯେଉଁ ପଦ କ୍ରିୟାର _______ ପ୍ରକାଶ କରେ, ତାହାକୁ କ୍ରିୟା ବିଶେଷଣ କୁହାଯାଏ | 1) ଗୁଣ 2) ଅବସ୍ଥା 3) ଗୁଣ ବା ଅବସ୍ଥା 4) ପୁରୁଷ ଓ ବଚନ 2 / 10 2) ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍ ନୁହେଁ ? 1) ଅଧଃ – ଉଧଃ 2) ଅପୂର୍ବ – ସାଧାରଣ 3) ଅମୀର – ଫକୀର 4) ଅଲଣା – ଲୁଣିଆ 3 / 10 3) ଠିକ୍ ଶବ୍ଦଟି ଚିହ୍ନଟ କର : 1) ପୁରଷ୍କାର 2) ପୁରସ୍କାର 3) ପୁରଶ୍କାର 4) କେଉଁଟି ନୁହଁ 4 / 10 4) ‘ନିରର୍ଥକ’ - ଏହା କେଉଁ ସମାସ ନିଷ୍ପନ୍ନ ପଦ ? 1) କର୍ମଧାରୟ 2) ବହୁବ୍ରୀହି 3) ତତ୍ପୁରୁଷ 4) ଦ୍ବିଗୁ 5 / 10 5) ସରେ ରସେ ଷଟପଦ ସାରସୀ- ରସରେ ବୁଲେ ସଦା ଲବେ ସ୍ଥିର ନୋହି କା ପାଶରେ । - ଏଥରେ କେଉଁ ଅଳଙ୍କାର ପ୍ରଯୁକ୍ତ ? 1) ଶ୍ଳେଷ 2) ଅନୁପ୍ରାସ 3) ଉପମା 4) ଉତ୍ପ୍ରେକ୍ଷା 6 / 10 6) ବିପଦେ ନ ଦିଅନ୍ତି ଦେଖା । ରେଖାଙ୍କିତ ଅଂଶଟି କେଉଁ କାରକ ? 1) ଅଧିକରଣ 2) କରଣ 3) କର୍ମ 4) କର୍ତ୍ତା 7 / 10 7) " ‘କମଳଧର ହେ କମଳ’ ଧରଜିତନାୟକ, ‘କମଳ ଧର ଯାର ରାମ’ ନାମ ସଦାଧ୍ୟାୟକ" - ପଦଟି କେଉଁ ଛନ୍ଦରେ ଲିଖିତ ? 1) ରାମକେରୀ 2) ଚକ୍ରକେଳୀ 3) ଗୁଜ୍ଜରୀ 4) କଳହଂସ କେଦାର 8 / 10 8) ନିମ୍ନଲିଖିତ କେଉଁ ବାକ୍ୟଟି ଏକ ସରଳ ବାକ୍ୟ ଅଟେ । 1) ମନୋଜ ଶ୍ରେଣୀରେ ବସିଲା, ମାତ୍ର ପଢ଼ି ପାରିଲା ନାହିଁ। 2) ବିଦ୍ୟାମନ୍ଦିର ପରି ଦେବମନ୍ଦିରରେ ମଧ୍ୟ ସମସ୍ତଙ୍କର ପ୍ରବେଶାଧିକାର ଅଛି। 3) ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା। 4) ସୀମା ଯେତେବେଳେ ଟ୍ୟୁସନ ଯିବ ବୋଲି ବାହାରୁଥିଲା, ସେତେବେଳେ ଝଡ ହେଉଥିଲା । 9 / 10 9) "ଅଲଣା କଥା" ରୂଢିର ଅର୍ଥ କଣ ? 1) ବହୁ ଅବାନ୍ତର କଥା କହିବା 2) ବୃଥା ଧମକ 3) ଛୋଟ କଥାକୁ ବତ କରିବା 4) ମୂଲ୍ୟହୀନ କଥା 10 / 10 10) ଶୁଦ୍ଧ ବନାନ ଥିବା ଶବ୍ଦଟି ବାଛ । 1) ଅନୁସନ୍ଧାନ୍ନ 2) ଅନୁସନ୍ଧାନ 3) ଅନୂସନ୍ଧାନ 4) ଅନୁସଂନ୍ଧାନ Your score isThe average score is 0% 0% Restart Test x