All Odisha Exam Free Mock Test

Join Telegram Group

Join Whatsapp Channel

Odia Test – 07

Odia Test - 07

1 / 15

1) My father will return from Cuttack on Saturday.

ଏହାର ସଠିକ ଓଡ଼ିଆ ଅନୁବାଦ କେଉଁଟି ?

2 / 15

2) Oh, What a beautiful place Puri is !

ଏହାର ସଠିକ ଓଡ଼ିଆ ଅନୁବାଦ କେଉଁଟି ?

3 / 15

3) ଗଜଗମନା - ଏହି ସମାସ ପଦଟିର ବିଗ୍ରହବାକ୍ୟ କ’ଣ ହେବ ?

4 / 15

4) ତୁମେ କଣ ଆଜି ଯିବ ନାହିଁ - ବାକ୍ୟଟି ପାଇଁ ଉପଯୁକ୍ତ ବିରାମ ଚିହ୍ନ ବାଛ।

5 / 15

5) 'ଖରାଟିଆ' କେଉଁ ପଦ, ନିର୍ଣ୍ଣୟ କର :

6 / 15

6) ଏହି କୁଡ଼ିଆରେ ଜଣେ ଦିଗାମ୍ବର ସାଧୁ ରହନ୍ତି - ରେଖାଙ୍କିତ ଶବ୍ଦର ଶୁଦ୍ଧ ରୂପଟି ବାଛ।

7 / 15

7) ଶୁଦ୍ଧ ବାକ୍ୟଟି ବାଛ।

8 / 15

8) 'ଶର୍ବରୀ' କାହାର ପ୍ରତିଶବ୍ଦ ?

9 / 15

9) 'ଧାର୍ମିକ' ର ବିପରୀତାର୍ଥବୋଧକ ଶବ୍ଦଟି କଣ ?

10 / 15

10) ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ ହୋଇ ସମାସ ହେଲେ କି ସମାସ ହୁଏ ?

11 / 15

11) ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍ ନୁହେଁ ?

12 / 15

12) “ବାର୍ଦ୍ଧକ୍ୟ' ଶବ୍ଦଟି କି ପ୍ରକାର ବିଶେଷ୍ୟ ?

13 / 15

13) ବିଶେଷଣ ପଦ 'ଜିତ'ର ବିଶେଷ୍ୟ ରୂପଟି ଲେଖ |

14 / 15

14) କଲାମଙ୍କ ପରି ରାଷ୍ଟ୍ରପତି ହେବା ଭାରି କଷ୍ଟ । - ଏହାକୁ ନାସ୍ତିସୂଚକ ବାକ୍ୟରେ ରୂପାନ୍ତର କର।

15 / 15

15) ବୃଥା ପରିଶ୍ରମ ବା ପ୍ରୟାସ କରିବା - ଅର୍ଥ ବୁଝାଉଥିବା ରୂଢିଟି କେଉଁଟି?

Your score is

The average score is 58%

0%

Leave a Comment