Odia Test – 05 CHANDAN Publish on: April 16, 2024 OSSSC Odia Test - 05 1 / 15 1. ଶୁଦ୍ଧ ଶବ୍ଦଟି ବାଛ : 1. ପରିସ୍କାର 2. ପୌରହିତ୍ୟ 3. ସୁଷମା 4. ଅମୀୟ 2 / 15 2. ‘ଅନାବିଳ’ – ଏହା କି ପ୍ରକାର ସମାସ ? 1. ଦ୍ଵିତୀୟା ତତ୍ପୁରୁଷ 2. ଚତୁର୍ଥୀ ତତ୍ପୁରୁଷ 3. ଉପପଦ ତତ୍ପୁରୁଷ 4. ନଞ୍ ତତ୍ପୁରୁଷ 3 / 15 3. ସରେ ରସେ ଷଟପଦ ସାରସୀ- ରସରେ ବୁଲେ ସଦା ଲବେ ସ୍ଥିର ନୋହି କା ପାଶରେ । - ଏଥରେ କେଉଁ ଅଳଙ୍କାର ପ୍ରଯୁକ୍ତ ? 1. ଉପମା 2. ଶ୍ଳେଷ 3. ଅନୁପ୍ରାସ 4. ଉତ୍ ପ୍ରେକ୍ଷା 4 / 15 4. .'ଅଧ୍ୟାତ୍ମ' ଶବ୍ଦରେ କେଉଁ ଉପସର୍ଗ ବ୍ୟବହୃତ ହୋଇଛି ? 1. ଅ 2. ଅଭି 3. ଅଧି 4. ଆ 5 / 15 5. ଏଥର ପୁରୀ ଯାଇଥିଲେ ଜଗନ୍ନାଥ ଦର୍ଶନ ସୁବିଧାରେ ମିଳିଥାନ୍ତା । ରେଖାଙ୍କିତ ପଦଟି କି ପ୍ରକାର କ୍ରିୟା ? 1. ନାମଧାତୁ 2. ଅସମାପିକା 3. ପ୍ରେରଣାର୍ଥକ 4. ସମାପିକା 6 / 15 6. କେଉଁଟି ପୁଂଲିଙ୍ଗବାଚକ ଶବ୍ଦ ନୁହେଁ ? 1. ଦ୍ଵିଜା 2. କୁଜା 3. ସଖା 4. ଲଣ୍ଡା 7 / 15 7. ଘରେ ଘରେ ପୂଜା ଚାଲିଛି । ବାକ୍ୟରେ ଥିବା 'ଘରେ ଘରେ' କେଉଁ ବିଭକ୍ତି ? 1. ପ୍ରଥମା 2. ସପ୍ତମୀ 3. ତୃତୀୟା 4. ଚତୁର୍ଥୀ 8 / 15 8. ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ଅନେକ ବିପଦରୁ ରକ୍ଷା କରିଥିଲେ - ରେଖାଙ୍କିତ ପଦଟି କେଉଁ କାରକ ? 1. କର୍ମ 2. ସମ୍ପ୍ରଦାନ 3. କରଣ 4. ଅପାଦାନ 9 / 15 9. 'ଅନାବିଳ' ଶବ୍ଦର ବିପରୀତାର୍ଥକ ଶବ୍ଦଟି ଚିହ୍ନାଅ ? 1. ଆବିଳ 2. ଅନ୍ୟାବିଳ 3. ଅନବିଳ 4. ଆକୁଳ 10 / 15 10. 'ତ୍ରିଦଶ' ଶବ୍ଦଟି କାହାର ପ୍ରତିଶବ୍ଦ? 1. ବିବିଧ 2. ତ୍ରିବିଧ 3. ବିବୁଧ 4. ବିଦଗ୍ଧ 11 / 15 11. 'ମାନସକୁ ଅତିକ୍ରମ କରି'- ଏକପଦରେ ପ୍ରକାଶ କର | 1. ମାନସିକ 2. ମାନସେତର 3. ମାନସୋତ୍ତର 4. ଅତିମାନସ 12 / 15 12. ନିମ୍ନଲିଖତ ବାକ୍ୟ ମଧ୍ୟରୁ କେଉଁ ବାକ୍ୟଟି ଶୁଦ୍ଧ ଚିହ୍ନଟ କର ? 1. ପରଂପରାକୁ ଅକ୍ଷୁଣ୍ଣ ରଖିବା ଉଚିତ । 2. ଘର ଭିତରେ ପଦାର୍ଥମାନେ ଏଣେତେଣେ ପଡିଛନ୍ତି । 3. ଆମ୍ଭେମାନେ କଲିକତା ଯାଇଅଛନ୍ତି। 4. ଜିନିଷପତ୍ର ପରିଷ୍କୃତ ରଖୁବା ଉଚିତ। 13 / 15 13. ‘ନମସ୍କାର’ ଶବ୍ଦର ସନ୍ଧିବିଚ୍ଛେଦ ଲେଖ ? 1. ନିମ + ସ୍କାର 2. ନ + ମସ୍କାର 3. ନମଃ + ସ୍କାର 4. ନମଃ + କାର 14 / 15 14. ହିତ + ଏଷୀ ଏହାର ଠିକ୍ ସନ୍ଧିରୂପ କେଉଁଟି ? 1. ହିତୋଷୀ 2. ହିତଷୀ 3. ହିତେଷୀ 4. ହିତୈଷୀ 15 / 15 15. ବାକ୍ୟ ମଧ୍ୟରେ ଘୃଣା ଓ ସନ୍ଦେହ ପ୍ରକାଶ ପାଉଥିଲେ କେଉଁ ବିରାମ ଚିହ୍ନ ଦିଆଯାଏ ? 1. ଉଦ୍ଦୃତ 2. ବନ୍ଧନୀ 3. ପୂର୍ଣ୍ଣଚ୍ଛେଦ 4. ବିସ୍ମୟସୂଚକ Your score isThe average score is 50% 0% Restart Test x