All Odisha Exam Free Mock Test

Join Telegram Group

Join Whatsapp Channel

Odia Test – 01

939

Odia Test - 01

1 / 15

1. ରାମର ଘର । ବାକ୍ୟରେ ଥିବା 'ରାମର' କେଉଁ ବିଭକ୍ତି ?

2 / 15

2. ନିମ୍ନଲିଖିତ କେଉଁ ବାକ୍ୟଟି ଏକ ସରଳ ବାକ୍ୟ ଅଟେ ।

3 / 15

3. "ଅଲଣା କଥା" ରୂଢିର ଅର୍ଥ କଣ ?

4 / 15

4. 'ଘୋଡ଼ା'ର ସମାର୍ଥବୋଧକ ଶବ୍ଦଟି କ'ଣ ?

5 / 15

5. ପ୍ରଦତ୍ତ ପଦମଧ୍ୟରୁ କେଉଁଟି ସାମ୍ୟବୋଧକ ଅବ୍ୟୟର ଉଦାହରଣ ?

6 / 15

6. 'ପିତା'ର ସମାର୍ଥବୋଧକ ଶବ୍ଦଟି କ'ଣ ?

7 / 15

7. ଗିରିଶ - ଏହାର ଶୁଦ୍ଧ ରୂପଟି କେଉଁଟି?

8 / 15

8. କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି - ରେଖାଙ୍କିତ ଶବ୍ଦର ଶୁଦ୍ଧ ରୂପଟି ବାଛ।

9 / 15

9. ନିରପରାଧି - ଏହାର ଶୁଦ୍ଧ ରୂପଟି କେଉଁଟି?

10 / 15

10. I use water when making pasta whereas my mom uses eggs. ଏହାର ସଠିକ ଓଡ଼ିଆ ଅନୁବାଦ କେଉଁଟି ?

11 / 15

11. He had climbed many mountains when he was a boy.  ଏହାର ସଠିକ ଓଡ଼ିଆ ଅନୁବାଦ କେଉଁଟି ?

12 / 15

12. ପବନ ଅତି ଧୀରେ ବହୁଛି । ରେଖାଙ୍କିତ ପଦଟି କେଉଁ ଧରଣର ବିଶେଷଣ ?

13 / 15

13. କଟକ ଏକ ପୁରାତନ ସହର | ରେଖାଙ୍କିତ ପଦଟି କେଉଁ ଧରଣର ବିଶେଷ୍ୟ ?

14 / 15

14. 'କାନ' ଶବ୍ଦରୁ ସୃଷ୍ଟି ହୋଇଥିବା ନାମଧାତୁ କ୍ରିୟା ପଦଟି କଣ ?

15 / 15

15. କେଉଁଟି ବୈଦେଶିକ ଶବ୍ଦ?

Your score is

The average score is 51%

0%

Leave a Comment