Join Telegram Group

Join Whatsapp Channel

Odia Grammar MCQ Part- 01

 

1. ଭାଷାର ସର୍ବନିମ୍ନ ଏକକ କଣ ?





ANSWER= (D) ଧ୍ୱନି

 

2. ଧ୍ୱନିର ଲିଖିତ ରୂପକୁ କଣ କୁହାଯାଏ ?





ANSWER= (B) ଲିପି

 

3. ଧ୍ୱନିର ପ୍ରତିନିଧିତ୍ବ କରୁଥିବା ଲିପିକୁ କଣ କୁହାଯାଏ ?





ANSWER= (D) ବର୍ଣ୍ଣ

 

4. ଯେଉଁ ସ୍ୱରଧ୍ୱନି ଉଚ୍ଚାରଣ ବେଳେ ଜିହ୍ବା ଓ ଓଠରେ ପରିବର୍ତ୍ତନ ହୋଇଥାଏ | ତାକୁ କେଉଁ ସ୍ୱର କୁହାଯାଏ ?





ANSWER= (A) ସଂଯୁକ୍ତ ସ୍ୱର

 

5. ଯେଉଁ ଧ୍ୱନି ସ୍ୱରଧ୍ୱନି ବିନା ସାହାଯ୍ୟରେ ଉଚ୍ଚାରିତ ହୋଇପାରେ ନାହିଁ, ତାକୁ କେଉଁ ଧ୍ୱନି କୁହାଯାଏ ?





ANSWER= (C) ବ୍ୟଞ୍ଜନ ଧ୍ୱନି

 

6. ବ୍ୟଞ୍ଜନ ବର୍ଣ୍ଣକୁ ସ୍ପର୍ଶ ଅନୁଯାୟୀ କେତୋଟି ବର୍ଗରେ ବିଭକ୍ତ କରାଯାଇଛି ?





ANSWER= (B) ୫ଟି

 

7. ଏକ ବା ଏକାଧିକ ଅକ୍ଷର ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ କଣ କହନ୍ତି ?





ANSWER= (A) ଶବ୍ଦ

 

8. ବାକ୍ୟର ପ୍ରତ୍ୟେକ ଅଂଶକୁ କଣ କହନ୍ତି ?





ANSWER= (D) ପଦ

 

9. ବାକ୍ୟର ସର୍ବନିମ୍ନ ଏକକକୁ କଣ କହନ୍ତି ?





ANSWER= (D) ପଦ

 

10. ‘ଟ’ ବର୍ଣ୍ଣ କୁ କେଉଁ ବର୍ଗ କୁହାଯାଏ ?





ANSWER= (B) ମୂର୍ଦ୍ଧଣ୍ୟ

 

11. ‘ବ’ ବର୍ଣ୍ଣ କେଉଁ ବର୍ଗର ଅନ୍ତର୍ଭୁକ୍ତ ?





ANSWER= (D) ଓଷ୍ଠ୍ୟ

 

12. ସ୍ବର ବର୍ଣ୍ଣର ସାଂକେତିକ ରୂପକୁ କଣ କୁହାଯାଏ ?





ANSWER= (B) ମାତ୍ରା

 

13. ‘ଚ’ ବର୍ଗର ବର୍ଣ୍ଣ ଗୁଡ଼ିକ କଣ ?





ANSWER= (A) ଚ, ଛ, ଜ, ଝ, ଞ

 

14. ବ୍ୟଞ୍ଜନ ବର୍ଣ୍ଣର ସାଂକେତିକ ରୂପକୁ କଣ କୁହାଯାଏ ?





ANSWER= (C) ଫଳା

 

15. ଓଡ଼ିଆ ଭାଷାରେ ଶବ୍ଦକୁ କେତେ ଭାଗରେ ବିଭକ୍ତ କରାଯାଇଛି ?





ANSWER= (A) ୪ ଭାଗ

x

Leave a Comment